ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାର୍ଯ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ଜାତି ଆର୍ଯ୍ୟ ନୁହେଁ

ଉଦାହରଣ : ଭରତରେ ଆର୍ଯ୍ୟ ଓ ଅନାର୍ଯ୍ୟ ଦୁଇ ଜାତି ଦେଖିବାକୁ ମିଳେ

ସମକକ୍ଷ : ଅନାର୍ଯ୍ୟ ଜାତି


ଅନ୍ୟ ଭାଷାରେ ଅନୁବାଦ :

वह जाति जो आर्य न हो।

भारत में आर्य और अनार्य दोनों जातियाँ पाई जाती हैं।
अनार्य, अनार्य जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ପତିତ ମଣିଷ (ଗାଳି)

ଉଦାହରଣ : ତା କଥା କୁହ ନାହିଁ, ସେ ବହୁତ ବଡ଼ ଚଣ୍ଡାଳ

ସମକକ୍ଷ : ଚଣ୍ଡାଳ


ଅନ୍ୟ ଭାଷାରେ ଅନୁବାଦ :

पतित मनुष्य (गाली)।

उसकी बात मत करो वह बहुत बड़ा चांडाल है।
अयाज्य, चंडाल, चण्डाल, चांडाल, चाण्डाल, डोम

ଅର୍ଥ : ଅନାର୍ଯ୍ୟ ଦେଶରେ ଜନ୍ମ ହୋଇଥିବା ବ୍ୟକ୍ତି

ଉଦାହରଣ : ଭାରତ ଉପରେ ଅନାର୍ଯ୍ୟମାନେ କେତେଥର ଆକ୍ରମଣ କରିଥିଲେ


ଅନ୍ୟ ଭାଷାରେ ଅନୁବାଦ :

अनार्य देश में उत्पन्न होने वाला व्यक्ति।

भारत पर कई बार अनार्यजों ने हमला किया।
अनार्यज