ଅର୍ଥ : ଯେ ଅପରାଧୀ ନୁହେଁ
ଉଦାହରଣ :
ସିପାହୀ ଅପରାଧୀ ବଦଳରେ ନିରପରାଧୀକୁ ଧରି ଜେଲ୍ରେ ପୂରେଇଦେଲେ
ସମକକ୍ଷ : ଅପରାଧହୀନ ବ୍ୟକ୍ତି, ନିରପରାଧୀ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो अपराधी न हो।
सिपाही ने अपराधी की जगह पर निरपराधी को पकड़कर हवालात में डाल दिया।