ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧୌଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧୌଡ଼ି   ବିଶେଷ୍ୟ

ଅର୍ଥ : ସଂପୂର୍ଣ୍ଣ ଭାବେ କଷ କରାଯାଇଥିବା ଚମଡ଼ାର ଅଧା ଭାଗ

ଉଦାହରଣ : ଚର୍ମକାର ଅଧୌଡ଼ି ସଫା କରୁଛି


ଅନ୍ୟ ଭାଷାରେ ଅନୁବାଦ :

पूरी पकी हुई खाल का आधा भाग।

चमार अधौड़ी साफ कर रहा है।
अधौड़ी