ଅର୍ଥ : ଯେ ଭବିଷ୍ୟତ ସମ୍ପର୍କରେ ବହୁଦୂର ପର୍ଯ୍ୟନ୍ତ ଦେଖିପାରେନାହିଁ ବା ଚିନ୍ତା କରିପାରେନାହିଁ
ଉଦାହରଣ :
ଅଦୂରଦର୍ଶୀ ବ୍ୟକ୍ତିକୁ ଅସୁବିଧା ଘେରିଯାଏ
ସମକକ୍ଷ : ଅପରିଣାମଦର୍ଶୀ
ଅନ୍ୟ ଭାଷାରେ ଅନୁବାଦ :
Lacking foresight or scope.
A short view of the problem.