ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଦାନ ବିଧି ଅନୁସାରେ ବା ଶାସ୍ତ୍ରାନୁସାରେ ଦିଆ ଯାଇନାହିଁ
ଉଦାହରଣ : ପୁରୋହିତ ଅଦତ୍ତ ନେବାପାଇଁ ମନା କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह दान जो विधि के अनुसार या शास्त्रानुसार न दिया गया हो।
ଅର୍ଥ : ଯାହା ଦିଆଯାଇ ନାହିଁ
ଉଦାହରଣ : ସେ ଅଦତ୍ତ ସମ୍ପତ୍ତିରେ ମଧ୍ୟ ଅଧିକାର କରିବାକୁ ଚାହୁଁଛି
जो दिया न गया हो।
ସଂସ୍ଥାପନ କରନ୍ତୁ