ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତ୍ରେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତ୍ରେୟ   ବିଶେଷ୍ୟ

ଅର୍ଥ : ଅତ୍ରି ଋଷିଙ୍କ ବଂଶଜ

ଉଦାହରଣ : ସେ ସ୍ବୟଂକୁ ଅତ୍ରେୟ ବୋଲି ମାନନ୍ତି


ଅନ୍ୟ ଭାଷାରେ ଅନୁବାଦ :

अत्रि ऋषि का वंशज।

वे स्वयं को आत्रेय बताते हैं।
आत्रेय

ଅର୍ଥ : ଅତ୍ରିଙ୍କର ପୁତ୍ର

ଉଦାହରଣ : ଦୁର୍ବାସା, ଚନ୍ଦ୍ରମା ଆଦି ଆତ୍ରେୟ

ସମକକ୍ଷ : ଆତ୍ରେୟ


ଅନ୍ୟ ଭାଷାରେ ଅନୁବାଦ :

अत्रि के पुत्र।

दुर्वासा, चंद्रमा आदि आत्रेय हैं।
आत्रेय

An imaginary being of myth or fable.

mythical being

ଅର୍ଥ : ଅତ୍ରି ମୁନିଙ୍କ ପୁତ୍ର

ଉଦାହରଣ : ଅତ୍ରେୟ ଆସିବାମାତ୍ରେ ରାଜା ଠିଆ ହୋଇଗଲେ


ଅନ୍ୟ ଭାଷାରେ ଅନୁବାଦ :

अत्रि मुनि का पुत्र।

अत्रेय के पधारते ही राजा खड़े हुए।
अत्रेय

An imaginary being of myth or fable.

mythical being

ଅର୍ଥ : ଅତ୍ରି ନଦୀର ପାଦଦେଶ

ଉଦାହରଣ : ଅତ୍ରେୟରେ ରହୁଥିବା ଲୋକ ସୁଖୀଥିଲେ


ଅନ୍ୟ ଭାଷାରେ ଅନୁବାଦ :

अत्रि नदी के तट का प्रदेश।

अत्रेय में रहने वाले लोग सुखी थे।
अत्रेय