ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଣ୍ଡରଗ୍ରାଉଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଣ୍ଡରଗ୍ରାଉଣ୍ଡ   ବିଶେଷ୍ୟ

ଅର୍ଥ : ମାଟି ତଳେ ତିଆରି ହୋଇଥିବା କୋଠରୀ

ଉଦାହରଣ : ସେ ତାଙ୍କ ସବୁ ସମ୍ପତ୍ତି ଭୂଇଁତଳ ଘରେ ଲୁଚାଇ ରଖିଛନ୍ତି

ସମକକ୍ଷ : ଗୁହାଘର, ଭୂଇଁତଳ ଘର, ଭୂମିଗୃହ


ଅନ୍ୟ ଭାଷାରେ ଅନୁବାଦ :

ज़मीन के नीचे बनी हुई कोठरी।

उसने अपना सारा धन तहख़ाने में छिपा रखा है।
अधस्तल, तलघर, तलागार, तहख़ाना, तहखाना, भुइँ घरा, भूमिगृह

The lowermost portion of a structure partly or wholly below ground level. Often used for storage.

basement, cellar

ଅର୍ଥ : ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ

ଉଦାହରଣ : କେତେକ ଅପରାଧୀ ପୋଲିସ୍‌ଠାରୁ ବଞ୍ଚିବାପାଇଁ ମାଟିତଳ ହୋଇଯାନ୍ତି

ସମକକ୍ଷ : ଭୂମିଗତ, ମାଟିତଳ


ଅନ୍ୟ ଭାଷାରେ ଅନୁବାଦ :

जो किसी तहखाने, घर आदि में छिपा हुआ हो या जो जन-साधारण के सामने स्व-स्वरूप में न हो।

कुछ अपराधी पुलिस से बचने के लिए भूमिगत हो जाते हैं।
भूमि-गत, भूमिगत

Under the level of the ground.

Belowground storage areas.
Underground caverns.
belowground, underground