ଅର୍ଥ : ଜଡ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଜଡ଼ ପଦାର୍ଥରେ ଜଡ଼ତା ମିଳେ
ସମକକ୍ଷ : ଚେତନାହୀନତା, ଚୈତନ୍ୟହୀନତା, ଜୀବନହୀନତା, ଜଡ଼ତା, ଜଡ଼ତ୍ୱ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୋଗ, ଭୟ, ଶୋକ ଆଦିରୁ ଉତ୍ପନ୍ନ ଏହି ଅବସ୍ଥା ଯେଉଁଥିରେ ପ୍ରାଣୀ ଅଚେତ୍ ହୋଇଯାଏ
ଉଦାହରଣ :
ମାମୁଙ୍କ ମୃତ୍ୟୁ ଖବର ଶୁଣିବାମାତ୍ରେ ମାଇଁଙ୍କୁ ମୂର୍ଚ୍ଛା ଆସିଗଲା
ସମକକ୍ଷ : ବେହୋସ ଅବସ୍ଥା, ମୂର୍ଚ୍ଛା, ସଜ୍ଞାହୀନତା
ଅନ୍ୟ ଭାଷାରେ ଅନୁବାଦ :
रोग, भय, शोक आदि से उत्पन्न वह अवस्था जिसमें प्राणी निश्चेष्ट या संज्ञाहीन हो जाता है।
मामा की मौत की खबर सुनते ही मामी को बेहोशी आ गयी।