ଅର୍ଥ : ସ୍ଥିରଚିତ୍ତ ବା ଗମ୍ଭୀର ହେବାର ଅବସ୍ଥା ବା ଭାବ
ଉଦାହରଣ :
ଯେ କୌଣସି କାର୍ଯ୍ୟ ସ୍ଥିରଚିତ୍ତରେ କର
ସମକକ୍ଷ : ଉଦ୍ବେଗହୀନତା, ଗମ୍ଭୀରତା, ଗାମ୍ଭୀର୍ଯ୍ୟ, ଶାନ୍ତିଚିତ୍ତତା, ସ୍ଥିରଚିତ୍ତ, ସ୍ଥିରମନସ୍କତା
ଅନ୍ୟ ଭାଷାରେ ଅନୁବାଦ :
स्थिरचित्त या गंभीर होने की अवस्था या भाव।
कोई भी कार्य गंभीरता से करें।A manner that is serious and solemn.
graveness, gravity, soberness, sobriety, somberness, sombrenessଅର୍ଥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ସମକକ୍ଷ : ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା, ସ୍ଥିରତା
ଅନ୍ୟ ଭାଷାରେ ଅନୁବାଦ :
A state of no motion or movement.
The utter motionlessness of a marble statue.