ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଙ୍ଗୁଳିତ୍ରାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଙ୍ଗୁଳିତ୍ରାଣ   ବିଶେଷ୍ୟ

ଅର୍ଥ : ବିଶେଷକରି ସିଲାଇ ସମୟରେ ଆଙ୍ଗୁଳି ଉପରେ ପିନ୍ଧାଯାଉଥିବା ପିତଳ ବା ଲୁହାର ଟୋପି

ଉଦାହରଣ : ସେ ଜାମାରେ ବୋତାମ ଲଗାଇବା ସମୟରେ ଅଙ୍ଗୁସ୍ତାନା ପିନ୍ଧିଥିଲା

ସମକକ୍ଷ : ଅଙ୍ଗୁସ୍ତାନା


ଅନ୍ୟ ଭାଷାରେ ଅନୁବାଦ :

विशेषकर सिलाई के समय अंगुली पर पहनी जाने वाली पीतल या लोहे की टोपी।

वह कुर्ते में बटन लगाते समय अंगुश्ताना पहने हुए थी।
अंगुली त्राण, अंगुश्ताना

A small metal cap to protect the finger while sewing. Can be used as a small container.

thimble