ଅର୍ଥ : କାହାର ଶରୀର ରକ୍ଷା କରିବା ନିମନ୍ତେ ନିଯୁକ୍ତ ବ୍ୟକ୍ତି
ଉଦାହରଣ :
ଇନ୍ଦିରାଗାନ୍ଧୀଙ୍କ ଅଙ୍ଗରକ୍ଷକହିଁ ତାଙ୍କୁ ହତ୍ୟା କଲା
ଅନ୍ୟ ଭାଷାରେ ଅନୁବାଦ :
वह सैनिक या सेवक जो किसी व्यक्ति विशेष की रक्षा के निमित्त उनके साथ रहते हों।
इन्दिरा गाँधी की हत्या उनके अङ्गरक्षकों ने ही कर दी।ଅର୍ଥ : କୌଣସି ସ୍ତ୍ରୀ ବା ଝିଅ ସହିତ ସାର୍ବଜନିକ ସ୍ଥାନରେ ତାର ରକ୍ଷାପାଇଁ ସାଥିରେ ଯାଉଥିବା ବ୍ୟକ୍ତି
ଉଦାହରଣ :
ଅନୁରାଧାର ରକ୍ଷା ନିମନ୍ତେ ଦୁଇଜଣ ଅଙ୍ଗରକ୍ଷୀ ରଖାଯାଇଛନ୍ତି
ସମକକ୍ଷ : ଅନୁରକ୍ଷକ, ବଡ଼ିଗାର୍ଡ଼୍
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो किसी बालिका या स्त्री के साथ-साथ उसके रक्षार्थ सार्वजनिक स्थानों पर जाता हो।
अनुराधा की रक्षा के लिए दो अनुरक्षक रखे गए हैं।An attendant who is employed to accompany someone.
escort