ଅର୍ଥ : ପଥର,କାଠ, ହାତୀଦାନ୍ତ ଆଦିକୁ କାଟି ଛୋଟ କରି ତିଆରି ହେଉଥିବା ମୂର୍ତ୍ତି
ଉଦାହରଣ :
ମନ୍ଦିରର ସ୍ତମ୍ବରେ ଖୋଦେଇ ହୋଇଥିବା ଅଙ୍କିତମୂର୍ତ୍ତି ମନ୍ଦିରର ସମ୍ପତ୍ତି
ଅନ୍ୟ ଭାଷାରେ ଅନୁବାଦ :
A sculpture created by removing material (as wood or ivory or stone) in order to create a desired shape.
carving