ଅର୍ଥ : ନିଜ ଘର ବା ଦୋକାନଆଦି ଭଡ଼ାରେ ଦେଲା ସମୟରେ ମାଲିକ ଭଡ଼ା ବ୍ୟତୀତ ଯେଉଁ ଧନ ନେଇଥାଏ
ଉଦାହରଣ :
ସେ ଦୁଇଟି କୋଠରୀ ପାଇଁ କୋଡ଼ିଏ ହଜାର ଟଙ୍କା ଅଗ୍ରୀମ ଏବଂ ମାସିକ ଦୁଇ ହଜାର ଟଙ୍କା ଭଡ଼ା ମାଗୁଛି
ସମକକ୍ଷ : ସଲାମୀ
ଅନ୍ୟ ଭାଷାରେ ଅନୁବାଦ :
Money given as security for an article acquired for temporary use.
His deposit was refunded when he returned the car.