ଅର୍ଥ : ଉଲ୍ଲଙ୍ଘନହେବା ବା ସମ୍ପୂର୍ଣ୍ଣ ନହେବା
ଉଦାହରଣ :
ରମେଶବାବୁଙ୍କ ସହିତ ଅପାର ବିବାହବିଷୟ ଯୌତୁକକୁ ନେଇ ଭାଙ୍ଗିଗଲା
ସମକକ୍ଷ :
ଉଲ୍ଲଙ୍ଘନହେବା, ଟଳିବା, ନାକଚହେବା, ବାତିଲହେବା, ଭାଙ୍ଗିଗଲା, ରଦ୍ଦହେବା
ଅନ୍ୟ ଭାଷାରେ ଅନୁବାଦ :
उल्लंघित होना या पूरा न किया जाना।
रमेशजी से दीदी की शादी की बात दहेज के नाम से टल गई।
टरना,
टलना