ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରପ୍ରେଷିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରପ୍ରେଷିତ   ବିଶେଷଣ

ଅର୍ଥ : କାହାରି ନିବେଦନକୁ ଉଚିତ୍‌ ଆଦେଶଆଦି ନିମନ୍ତେ ବଡ ଅଫିସରଙ୍କ ନିକଟକୁ ପଠାଯିବା

ଉଦାହରଣ : ଜିଲ୍ଲାଧିକାରୀଙ୍କଦ୍ୱାରା ଅଗ୍ରପ୍ରେଷିତ ପ୍ରାର୍ଥନାପତ୍ରଗୁଡ଼ିକ ଉପରେ ଆସନ୍ତା କାଲି ବିଚାର କରାଯିବ


ଅନ୍ୟ ଭାଷାରେ ଅନୁବାଦ :

किसी का निवेदन उचित आज्ञा आदि के लिए बड़े अधिकारी के पास भेजा हुआ।

जिलाधिकारी द्वारा अग्रप्रेषित प्रार्थना-पत्रों पर कल विचार किया जायेगा।
अग्रप्रेषित, अग्रसारित

Caused or enabled to go or be conveyed or transmitted.

sent