ଅର୍ଥ : ଯେଉଁ ଯନ୍ତ୍ର ସହାୟତାରେ ପାଣି ଢଳାଯାଇ ଲାଗିଥିବା ନିଆଁ ଲିଭାଯାଏ
ଉଦାହରଣ :
ଦମକଳ କର୍ମଚାରୀମାନେ ଦମକଳରେ ନିଆଁ ଲିଭାଉଛନ୍ତି
ସମକକ୍ଷ : ଦମକଳ
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिसकी सहायता से पानी डालकर लगी हुई आग बुझाई जाती है।
दमकलकर्मी दमकल से आग बुझा रहे हैं।