ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷୌହିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷୌହିଣୀ   ବିଶେଷ୍ୟ

ଅର୍ଥ : ଧାର୍ମିକ ଗ୍ରନ୍ଥଗୁଡିକରେ ବର୍ଣ୍ଣିତ ସେନାର ଯେଉଁ ଏକକରେ ୧୦୯୩୫୦ ପଦାତିକ ସୈନ୍ୟ,୬୫୬୧୦ ଅଶ୍ୱାରୋହୀ ସୈନ୍ୟ,୨୧୮୭୦ ରଥ ଓ ୨୧୮୭୦ ହାତୀ ଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଥାଏ

ଉଦାହରଣ : ମହାଭାରତ ଯୁଦ୍ଧରେ ଅନେକ ଅକ୍ଷୌହିଣୀ ସେନାଙ୍କ ବିନାଶ ହୋଇଥିଲା


ଅନ୍ୟ ଭାଷାରେ ଅନୁବାଦ :

धार्मिक ग्रंथों में वर्णित सेना का एक मान जिसमें १०९३५० पैदल, ६५६१० घुड़सवार, २१८७० रथ और २१८७० हाथियों की एक निश्चित मात्रा होती थी।

महाभारत काल में अक्षौहिणी से सेना की क्षमता का आकलन होता था।
अक्षोहिणी, अक्षौनि, अक्षौहिणी, अच्छोहिनी