ଅର୍ଥ : ଯେ ପଙ୍ଗୁ ନୁହେଁ
ଉଦାହରଣ :
ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା
ସମକକ୍ଷ : ନିଖୁଣ, ପୂର୍ଣ୍ଣକାୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବିଭକ୍ତ ନୁହେଁ
ଉଦାହରଣ :
ଆମକୁ ଭାରତର ଅକ୍ଷୁଣ୍ଣ ଏକତାକୁ ସୁରକ୍ଷିତ ରଖିବାକୁ ହେବ
ସମକକ୍ଷ : ଅଖଣ୍ଡ, ଅଖଣ୍ଡିତ, ଅଜୁଟ, ଅବିଚ୍ଛିନ୍ନ, ଅଭଙ୍ଗ, ଅଭିନ୍ନ, ଅଭିଭକ୍ତ
ଅନ୍ୟ ଭାଷାରେ ଅନୁବାଦ :
जो विभक्त न हो।
हमें भारत की अक्षुण्ण एकता को बनाए रखना होगा।Impossible of undergoing division.
An indivisible union of states.ଅର୍ଥ : ଯାହାର କେବେ ନାଶ ହୁଏନାହିଁ
ଉଦାହରଣ :
ଆତ୍ମା ଅମର
ସମକକ୍ଷ : ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଅମର, ଶାଶ୍ୱତ
ଅନ୍ୟ ଭାଷାରେ ଅନୁବାଦ :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal