ଅର୍ଥ : ଇଉରୋପରେ ସତାଇଶ ଦେଶକୁ ନେଇ ଗୋଟିଏ ରାଜନୈତିକ ଏବଂ ଆର୍ଥିକ ସଙ୍ଘ ଯେଉଁଥିରେ ପ୍ରଶାସକୀୟ ଆପୋସ ବୁଝାମଣା ହୋଇଥାଏ ଯାହା ସଙ୍ଘର ଗୋଟିଏ କିମ୍ବା ସମସ୍ତ ରାଷ୍ଟ୍ରରେ ଲାଗୁହୋଇଥାଏ
ଉଦାହରଣ :
ୟୁରୋପୀୟ ସଙ୍ଘର ଅଭ୍ୟୁଦୟ ଉଣେଇଶ ଶହ ସତାବନରେ ହୋଇଥିଲା
ସମକକ୍ଷ : ୟୁରୋପିଆନ୍ ୟୁନିୟନ୍, ୟୁରୋପୀୟ ସଂଘ
ଅନ୍ୟ ଭାଷାରେ ଅନୁବାଦ :
यूरोप के सत्ताईस देशों का एक राजनैतिक एवं आर्थिक संघ जिसमें आपस में प्रशासकीय साझेदारी होती है और जो उस संघ के कई या सभी राष्ट्रो पर लागू होती है।
यूरोपीय संघ का अभ्युदय उन्नीस सौ सत्तावन में हुआ।An international organization of European countries formed after World War II to reduce trade barriers and increase cooperation among its members.
He tried to take Britain into the Europen Union.