ଅର୍ଥ : ୟୁନାନ୍ ଦେଶର ଚିକିତ୍ସା ପଦ୍ଧତି
ଉଦାହରଣ :
ତାଙ୍କର ୟୁନାନୀ ଦ୍ୱାରା କିଛି ଲାଭ ହେଲାନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ୟୁନାନର ନିବାସୀ
ଉଦାହରଣ :
ପ୍ରାଚୀନ କାଳରେ ୟୁନାନୀମାନେ ସମଗ୍ର ବିଶ୍ୱରେ ନିଜର ବୀରତ୍ୱର ପରିଚୟ ଖେଳାଇ ଦେଇଥିଲେ
ସମକକ୍ଷ : ୟୁନାନବାସୀ
ଅନ୍ୟ ଭାଷାରେ ଅନୁବାଦ :
यूनान का वासी।
प्राचीन काल में यूनानियों ने पूरे विश्व में अपनी वीरता का परचम लहरा दिया था।A native or resident of Greece.
grecian