ଅର୍ଥ : କାନରେ ଲଗାଯାଉଥିବା ଗୋଟିଏ ଉପକରଣ ଯାହା ବିଦ୍ୟୁତ ସଙ୍କେତକୁ ଧ୍ବନିରେ ପରିବର୍ତ୍ତିତ କରେ
ଉଦାହରଣ :
ସେ କମ୍ପ୍ୟୁଟର ନିକଟରେ ବସିବାକ୍ଷଣି ହେଡଫୋନ୍ ଲଗାଇ ଗୀତ ଶୁଣିବା ଆରମ୍ଭ କରିଦିଏ
ସମକକ୍ଷ :
ଇଅରଫୋନ୍
ଅନ୍ୟ ଭାଷାରେ ଅନୁବାଦ :
एक उपकरण जो वैद्युत संकेतों को ध्वनियों में परिवर्तित करता है एवं इसे कान में लगाते हैं।
वह कंप्यूटर पर बैठते ही हेडफोन लगाकर गाना सुनना शुरु कर देता है।
इअरफोन,
कर्णभाष,
हेडफोन