ଅର୍ଥ : ଆଳସ୍ୟ ବା ନିଦ୍ରା କାରଣରୁ ସ୍ୱାଭାବିକରୂପେ ପାଟି ଖୋଲିବା
ଉଦାହରଣ :
ଆଜି ଶ୍ରେଣୀରେ ମଞ୍ଜୁ ଭାରି ହାଇମାରୁଥିଲା
ଅନ୍ୟ ଭାଷାରେ ଅନୁବାଦ :
आलस्य या निद्रा के कारण स्वाभाविक रूप से मुँह का खुलना।
आज कक्षा में मंजू खूब जँभा रही थी।Utter a yawn, as from lack of oxygen or when one is tired.
The child yawned during the long performance.