ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱୟଂସିଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱୟଂସିଦ୍ଧ   ବିଶେଷଣ

ଅର୍ଥ : ଯାହା କୌଣସି ତର୍କ ବା ପ୍ରମାଣ ବିନା ନିଜେ ସିଦ୍ଧ ହୋଇଥାଏ

ଉଦାହରଣ : କେତେକ ବିଦ୍ୱାନଙ୍କ କଥା ସ୍ୱୟଂସିଦ୍ଧ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

जो किसी तर्क या प्रमाण के बिना आप ही ठीक और सिद्ध हो।

कुछ विद्वानों की बातें स्वयंसिद्ध होती हैं।
स्वयंसिद्ध

Evident without proof or argument.

An axiomatic truth.
We hold these truths to be self-evident.
axiomatic, self-evident, taken for granted