ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାଦ୍ୟ ଜିନିଷ ପାଟିରେ ରଖିଲେ ଜିଭ ଦ୍ୱାରା ହେଉଥିବା ଅନୁଭବ
ଉଦାହରଣ : ଜର ଯୋଗୁ ରାମ ପାଟିର ସ୍ୱାଦ ଖରାପ ହୋଇଯାଇଛି ସେ ସୁଆଦ ବାରି ଖାଉଛି
ସମକକ୍ଷ : ସୁଆଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
खाने-पीने की चीज़ मुँह में पड़ने पर उससे जीभ को होने वाला अनुभव।
The taste experience when a savoury condiment is taken into the mouth.
ଅର୍ଥ : କୌଣସି ବିଷୟରେ ଥିବା ରୁଚି ବା ସେଥିରୁ ମିଳୁଥିବା ସୁଖ
ଉଦାହରଣ : ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି
ସମକକ୍ଷ : ଆନନ୍ଦ, ମଜା, ରସ, ରସାନନ୍ଦ, ରସାସ୍ୱାଦନ
किसी बात में रुचि होने के कारण उससे मिलने वाला या लिया जाने वाला सुख।
A gay feeling.
ସଂସ୍ଥାପନ କରନ୍ତୁ