ଅର୍ଥ : ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍କର୍ମ କରିଥିବା ଲୋକଙ୍କ ଆତ୍ମା ନିବାସ କରେ
ଉଦାହରଣ :
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
ସମକକ୍ଷ : ଅମରାବତୀ, ଅମୃତଲୋକ, ଦେବଲୋକ, ସ୍ୱର୍ଗ ଲୋକ
ଅନ୍ୟ ଭାଷାରେ ଅନୁବାଦ :
हिंदुओं के अनुसार सात लोकों में से वह जिसमें पुण्य और सत्कर्म करने वालों की आत्माएँ जाकर निवास करती हैं।
मनुष्य के अच्छे कर्म उसे स्वर्ग ले जाते हैं।(Christianity) the abode of righteous souls after death.
paradiseଅର୍ଥ : ମନମୋହକ ଏବଂ ସୁଖଦାୟକ ସ୍ଥାନ
ଉଦାହରଣ :
ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ
ଅନ୍ୟ ଭାଷାରେ ଅନୁବାଦ :
Any place of complete bliss and delight and peace.
eden, heaven, nirvana, paradise, promised land, shangri-laଅର୍ଥ : ଇନ୍ଦ୍ରପୁରୀ ବା ଯେଉଁଠାରେ ଇନ୍ଦ୍ର ବାସ କରନ୍ତି
ଉଦାହରଣ :
ଇନ୍ଦ୍ରଲୋକର ଅଧିପତି ହେଉଛନ୍ତି ଇନ୍ଦ୍ର
ସମକକ୍ଷ : ଅମରପୁରୀ, ଅମରାବତୀ, ଇନ୍ଦ୍ରପୁରୀ, ଇନ୍ଦ୍ରଲୋକ
ଅନ୍ୟ ଭାଷାରେ ଅନୁବାଦ :
इन्द्र का लोक या वह स्थान जहाँ इन्द्र निवास करते हैं।
इन्द्रलोक के अधिपति इन्द्र हैं।ଅର୍ଥ : ଯେଉଁ ସ୍ଥାନରେ ସବୁ ସୁଖ ମିଳେ
ଉଦାହରଣ :
ଏହି ଗାଁ ଆମ ପାଇଁ ସ୍ୱର୍ଗ
ସମକକ୍ଷ : ଇନ୍ଦ୍ର ରାଇଜ, ଇନ୍ଦ୍ରପୁରୀ
ଅନ୍ୟ ଭାଷାରେ ଅନୁବାଦ :