ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ଥଳଭାଗରେ ରହୁଥିବା ଜୀବ
ଉଦାହରଣ : ଗାଈ ଗୋଟିଏ ସ୍ଥଳଚର ପ୍ରାଣୀ
ସମକକ୍ଷ : ସ୍ଥଳଚର ଜନ୍ତୁ, ସ୍ଥଳଚର ଜୀବ, ସ୍ଥଳଚର ପ୍ରାଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जीव जो स्थल पर रहता है।
ଅର୍ଥ : ଯିଏ ସ୍ଥଳରେ ବାସ କରେ
ଉଦାହରଣ : ମନୁଷ୍ୟ ସ୍ଥଳଚର ପ୍ରାଣୀ
ସମକକ୍ଷ : ଥଳଚର, ସ୍ଥଳବାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो थल पर निवास करता हो।
Of or relating to or inhabiting the land as opposed to the sea or air.
ଅର୍ଥ : ସ୍ଥଳର ବା ଭୂମିର ସ୍ଥଳ ବା ଭୂମି ସହିତ ସଂବନ୍ଧ ରଖିବାବାଲା
ଉଦାହରଣ : ମନୁଷ୍ୟ ଏକ ସ୍ଥଳଚର ପ୍ରାଣୀ
ସମକକ୍ଷ : ଧରାତଳୀୟ, ସ୍ଥଳୀୟ
थल या भूमि का या थल या भूमि से संबंध रखनेवाला।
ସଂସ୍ଥାପନ କରନ୍ତୁ