ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂର୍ଯ୍ୟମୁଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂର୍ଯ୍ୟମୁଖୀ   ବିଶେଷ୍ୟ

ଅର୍ଥ : ଏକ ଗଛ ଯାହାର ହଳଦିଆ ରଙ୍ଗର ଫୁଲ ଦିନବେଳେ ସିଧା ଛିଡ଼ାହୋଇ ରହିଥାଏ ଏବଂ ରାତି ସମୟରେ ତଳକୁ ଝୁଙ୍କିଯାଏ

ଉଦାହରଣ : ଚାଷୀ ସୂର୍ଯ୍ୟମୁଖୀରେ ପାଣିମଡ଼ାଉଛି


ଅନ୍ୟ ଭାଷାରେ ଅନୁବାଦ :

एक पौधा जिसके पीले रंग के फूल दिन के समय सीधे खड़े रहते और रात के समय नीचे झुक जाते हैं।

किसान सूरजमुखी की सिंचाई कर रहा है।
अर्कपुष्पी, जलेरुहा, श्रीहस्तिनी, सूरजमुखी, सूर्यमुखी

Any plant of the genus Helianthus having large flower heads with dark disk florets and showy yellow rays.

helianthus, sunflower

ଅର୍ଥ : ଖେତରେ ଲଗାଯାଉଥିବା ଏକ ବୃକ୍ଷର ଫୁଲ ଯେଉଁଥିରୁ ତେଲ ମିଳେ

ଉଦାହରଣ : ସୂର୍ଯ୍ୟମୁଖୀର ତେଲ ତରକାରୀ ରାନ୍ଧିବା କାମରେ ଆସେ


ଅନ୍ୟ ଭାଷାରେ ଅନୁବାଦ :

खेतों में उगाया जाने वाला एक पौधे का फूल जिससे खाद्य तेल प्राप्त होता है।

सूरजमुखी का तेल व्यंजन बनाने के काम आता है।
अर्कपुष्पी, सूरजमुखी, सूर्यकांत, सूर्यकान्त, सूर्यमुखी

Reproductive organ of angiosperm plants especially one having showy or colorful parts.

bloom, blossom, flower