ଅର୍ଥ : କାଗଜ ତିଆରି ଏକ ପିକା ଯେଉଁଥିରେ ତମାଖୁ ଭର୍ତ୍ତି ହୋଇଥାଏ ଏବଂ ଯାହାର ଧୂଆଁ ଲୋକେ ଟାଣନ୍ତି
ଉଦାହରଣ :
ସିଗାରେଟ ପିଇବା ସ୍ୱାସ୍ଥ୍ୟପାଇଁ ହାନିକାରକ
ଅନ୍ୟ ଭାଷାରେ ଅନୁବାଦ :
कागज की बनी एक बत्तीनुमा वस्तु जिसमें तम्बाकू भरा होता है और जिसका धुआँ लोग पीते हैं।
सिगरेट पीना स्वास्थ्य के लिए हानिकारक है।