ଅର୍ଥ : ଭାରତର ଗୋଟିଏ ଛୋଟ ରାଜ୍ୟ ଯାହାର ପୂର୍ବରେ ଭୁଟାନ ଏବଂ ପଶ୍ଚିମରେ ନେପାଳ ଅଛି
ଉଦାହରଣ :
ସିକିମ୍ର ରାଜଧାନୀ ଗଙ୍ଗଟୋକ
ସମକକ୍ଷ : ସିକିମ୍ ରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
भारत का एक छोटा राज्य जिसके पूर्व में भूटान और पश्चिम में नेपाल है।
सिक्किम की राजधानी गंगटोक है।