ଅର୍ଥ : ଏକ ପ୍ରାଚୀନ ପ୍ରଦେଶ ଯାହା ପଞ୍ଜାବରେ ସରସ୍ୱତୀ ନଦୀର କୂଳରେ ଅବସ୍ଥିତ
ଉଦାହରଣ :
ସାରସ୍ୱତ ରାଜ୍ୟର ଅସ୍ତିତ୍ୱ ଏବେ ନାହିଁ
ସମକକ୍ଷ : ସାରସ୍ୱତ
ଅନ୍ୟ ଭାଷାରେ ଅନୁବାଦ :
एक प्राचीन प्रदेश जो पंजाब में सरस्वती नदी के तट पर था।
सारस्वत राज्य अब अस्तित्व में नहीं है।