ଅର୍ଥ : ଗୋଟିଏ ଦିନରେ ଗୋଟିଏ ହଳରେ ଯେତିକି ପରିମାଣ ଜମି ଚଷି ହୁଏ
ଉଦାହରଣ :
ସାଂଝଲାକୁ ଚଷି ସାରିବା ପରେ ଚାଷୀଟି ଘରକୁ ଆସିଲା
ଅନ୍ୟ ଭାଷାରେ ଅନୁବାଦ :
उतनी जमीन जो एक दिन में एक हल से जोती जा सके।
किसान साँझले को जोतने के बाद घर आया।
साँझला
A piece of land cleared of trees and usually enclosed.
He planted a field of wheat.
field