ଅର୍ଥ : ଗୋଟିଏ ବୃକ୍ଷର ଗୋଲ ଫଳ ଯେଉଁଥିରେ ଜପ, ପୂଜାଆଦିର ମାଳା ତିଆରି ହୁଏ ବା ଯାହାକୁ ଧାରଣ କରାଯାଏ
ଉଦାହରଣ :
ତାଙ୍କ ପାଖରେ ଏକମୁଖୀ ରୁଦ୍ରାକ୍ଷ ଅଛି
ସମକକ୍ଷ :
ରୁଦ୍ରାକ୍ଷ, ଶିବାକ୍ଷ
ଅନ୍ୟ ଭାଷାରେ ଅନୁବାଦ :
A mature fertilized plant ovule consisting of an embryo and its food source and having a protective coat or testa.
seed