ଅର୍ଥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
ଉଦାହରଣ :
ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
ସମକକ୍ଷ : ପୂରିବା, ପୋତିହେବା, ଭର୍ତ୍ତିହେବା, ସମତଳ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି ଜାଗା ନେବା ବା ତା ସମତୁଲ ବା ସମାନ ହେବା
ଉଦାହରଣ :
ଏକ ଟଙ୍କା ଶହେ ପଇସା ସହିତ ସମାନ ଏକ ଟଙ୍କା ଏକ ଡଲାର ସହିତ ସମାନ ନୁହଁ
ସମକକ୍ଷ : ବରାବର ହେବା, ସମତୁଲ୍ୟ ହେବା
ଅନ୍ୟ ଭାଷାରେ ଅନୁବାଦ :
* किसी की जगह लेना या उसके समतुल्य या बराबर होना।
एक रुपया सौ पैसे के बराबर होता है।Take the place of or be parallel or equivalent to.
Because of the sound changes in the course of history, an `h' in Greek stands for an `s' in Latin.