ଅର୍ଥ : କେବଳ ଚଢା ଉତ୍ତରା ବିଚାରରେ ଅତିରିକ୍ତ ଲାଭ କରିବା ନିମନ୍ତେ ହେଉଥିବା ସାଧାରଣ ବେପାର ଠାରୁ ଅଲଗା ପ୍ରକାରର ଏକ ପ୍ରକାର କିଣାବିକା
ଉଦାହରଣ :
ଅର୍ଜୁନ ସଟ୍ଟାରେ ବହୁତ ଧନ ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :
साधारण व्यापार से भिन्न खरीद-बिक्री का वह प्रकार जो केवल तेज़ी-मंदी के विचार से अतिरिक्त लाभ करने के लिए होता है।
अर्जुन ने सट्टे में बहुत धन लगाया है।