ଅର୍ଥ : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
ଉଦାହରଣ :
କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
ସମକକ୍ଷ : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
सभा-समिति आदि का वह सदस्य जो उसकी बैठकें बुलाता है।
कुछ ज़रूरी कारणवश संयोजक ने आज की सभा बुलाई।The member of a group whose duty it is to convene meetings.
convenerଅର୍ଥ : ଯେ ଯୋଡ଼େ ବା ମିଶାଇଥାଏ
ଉଦାହରଣ :
ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
ଅନ୍ୟ ଭାଷାରେ ଅନୁବାଦ :
An instrumentality that connects.
He soldered the connection.ଅର୍ଥ : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ
ଉଦାହରଣ :
ତଥା ଏବଂ ଆଦି ସଂଯୋଜକ ପଦ
ସମକକ୍ଷ : ସଂଯୋଜକ ଶବ୍ଦ
ଅନ୍ୟ ଭାଷାରେ ଅନୁବାଦ :
व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।
तथा, और आदि संयोजक हैं।An uninflected function word that serves to conjoin words or phrases or clauses or sentences.
conjunction, conjunctive, connective, continuative