ଅର୍ଥ : ଖେଳ ପଡ଼ିଆ ବିଶେଷତଃ ଯେଉଁଠି ଦର୍ଶକମାନେ ବସିବାପାଇଁ ଗ୍ୟାଲେରି ତିଆରି କରାଯାଇଥାଏ
ଉଦାହରଣ :
ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :
खेल का मैदान विशेषतः जिसमें दर्शकों के बैठने के लिए दीर्घाएँ बनी हों।
बानखेड़े स्टेडियम में भारत और पाकिस्तान के बीच क्रिकेट मैच चल रहा है।