ଅର୍ଥ : କୌଣସି ବ୍ୟକ୍ତି, ସମାଜ ଆଦିଦ୍ୱାରା ଯାହାଙ୍କୁ ଶୋଷଣ କରାଯାଉଛି
ଉଦାହରଣ :
ଶୋଷିତ ବର୍ଗଙ୍କ ଉତ୍ଥାନ ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति, समाज आदि के द्वारा जिसका शोषण हुआ हो।
शोषित वर्ग के उत्थान के लिए सबको प्रयासरत होना चाहिए।
शोषित