ଅର୍ଥ : ଶଙ୍ଖ ବିକ୍ରିକରୁଥିବା ଜାତି
ଉଦାହରଣ :
ଶଙ୍ଖାରି ଜାତିର ଲୋକମାନେ ସମୁଦ୍ର କୂଳରେ ରହୁଥିଲେ
ସମକକ୍ଷ : ଶଂଖାରି, ଶଂଖାରି ଜାତି, ଶଙ୍ଖାରି
ଅନ୍ୟ ଭାଷାରେ ଅନୁବାଦ :
शंख बेचने वाली जाति।
शांखरि जाति के लोग समुद्र किनारे रहते थे।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati