ଅର୍ଥ : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ
ଉଦାହରଣ :
ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବାପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ
ସମକକ୍ଷ : ଲେଜର
ଅନ୍ୟ ଭାଷାରେ ଅନୁବାଦ :
An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.
laser, optical maser