ଅର୍ଥ : ନିଜ ପରିଚୟକୁ ଲୁଚାଇବାପାଇଁ ନିଜର ରୂପ ବଦଳାଇବା
ଉଦାହରଣ :
ସୈନିକମାନେ ଶତ୍ରୁର ଅଞ୍ଚଳକୁ ଯିବା ପୂର୍ବରୁ ନିଜନିଜକୁ ଛଦ୍ମବେଶରେ ଲୁଚାଇଲେ
ସମକକ୍ଷ : ଛଦ୍ମବେଶ ଧାରଣ କରିବା, ଛଦ୍ମବେଶରେ ଲୁଚାଇବା
ଅନ୍ୟ ଭାଷାରେ ଅନୁବାଦ :
* अपनी पहचान को छिपाने के लिए अपना रूप बदलना।
सैनिकों ने शत्रुओं के क्षेत्र में जाने से पहले अपने आप को छद्मावरण से छिपाया।