ଅର୍ଥ : ସତଲେଜ ଓ ରାବୀ ନଦୀର ଆଖପାଖ ଅଞ୍ଚଳରେ ମିଳୁଥିବା ଏକ ପ୍ରକାର ମଇଁଷି
ଉଦାହରଣ :
ନୀଳୀ ମଇଁଷିଠାରୁ ରାବୀ ମଇଁଷିର ଓଜନ ଅଧିକ
ସମକକ୍ଷ : ରାବୀ
ଅନ୍ୟ ଭାଷାରେ ଅନୁବାଦ :
Upland buffalo of eastern Asia where true water buffaloes do not thrive. Used for draft and milk.
indian buffalo