ଅର୍ଥ : ଦିଗ ପରିବର୍ତ୍ତନ କରିବା
ଉଦାହରଣ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ଅନ୍ୟ ଭାଷାରେ ଅନୁବାଦ :
Change orientation or direction, also in the abstract sense.
Turn towards me.ଅର୍ଥ : କୌଣସି ବସ୍ତୁ ଆଦିକୁ ବଙ୍କା କରିବା
ଉଦାହରଣ :
ସେ ଲୁହାଛଡ଼କୁ ବଙ୍କା କରୁଛି
ସମକକ୍ଷ : ବଙ୍କାକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦିଗ ପରିବର୍ତ୍ତନ କରିବା
ଉଦାହରଣ :
ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ
ସମକକ୍ଷ : ବୁଲାଇବା
ଅନ୍ୟ ଭାଷାରେ ଅନୁବାଦ :
Change orientation or direction, also in the abstract sense.
Turn towards me.