ଅର୍ଥ : ଯେଉଁ ଶାରୀରିକ ଅବସ୍ଥାରେ ଶରୀରର କୌଣସି ଅଙ୍ଗର ଖଞ୍ଜା ବା ମାଂସପେଶୀ ତଳ ଉପର ହୋଇଯାଇଥାଏ
ଉଦାହରଣ :
ପାହାଚରୁ ଓହ୍ଲାଇବା ସମୟରେ ରଜନୀର ଗୋଡ଼ରେ ମକଚି ହୋଇଗଲା
ସମକକ୍ଷ : ମକଚା
ଅନ୍ୟ ଭାଷାରେ ଅନୁବାଦ :
वह शारीरिक अवस्था जिसमें शरीर के किसी अंग का जोड़ या मांसपेशियाँ कुछ इधर-उधर हट जाती हैं।
सीढ़ियों से उतरते समय रजनी के पैर में मोच आ गई।ଅର୍ଥ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
ଉଦାହରଣ :
ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
ଉଦାହରଣ :
ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
ଅନ୍ୟ ଭାଷାରେ ଅନୁବାଦ :
घूमने या घुमाने की क्रिया या भाव।
इतने घुमाव के बाद भी हम मंजिल तक नहीं पहुँचे।