ଅର୍ଥ : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
ଉଦାହରଣ :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
ସମକକ୍ଷ :
ଗୋଠ, ଦଳ, ପଲ, ବୃନ୍ଦ
ଅନ୍ୟ ଭାଷାରେ ଅନୁବାଦ :
A group of wild mammals of one species that remain together: antelope or elephants or seals or whales or zebra.
herd