ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଘମାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଘମାଳା   ବିଶେଷ୍ୟ

ଅର୍ଥ : ସ୍କନ୍ଦଙ୍କ ଅନୁଚରୀ ଜଣେ ମାତୃକା

ଉଦାହରଣ : ସ୍କନ୍ଦ ପୁରାଣରେ ମେଘମାଳାଙ୍କ ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

स्कंद की अनुचरी एक मातृका।

मेघमाला का वर्णन स्कंद पुराण में मिलता है।
मेघ-माला, मेघमाला

An imaginary being of myth or fable.

mythical being

ଅର୍ଥ : ମେଘର ଘନୀଭୂତ ସମୂହ

ଉଦାହରଣ : ଆକାଶରେ କଳାମେଘମାଳା ଘୋଟିଯାଇଛି

ସମକକ୍ଷ : ମେଘମାଳ


ଅନ୍ୟ ଭାଷାରେ ଅନୁବାଦ :

मेघों का घना समूह।

आकाश में काली घटा छाई है।
आसार, घटा, मेघ-माला, मेघमाल, मेघमाला, मेघराजि, मेघलेखा, मेघवाई, मेघावरि