ଅର୍ଥ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ଉଦାହରଣ :
ଏହି କାର୍ର ଦାମ୍ କେତେ ?
ସମକକ୍ଷ : ଦର, ଦାମ୍, ବାଣ, ଭାଉ, ମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.