ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଜରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଜରା   ବିଶେଷ୍ୟ

ଅର୍ଥ : ବେଶ୍ୟା ଆଦି ବସି ଗୀତ ଗାଇବା ପ୍ରକ୍ରିୟା

ଉଦାହରଣ : ଆଗକାଳରେ ଅଧିକାଂଶ ରାଜା-ମହାରାଜାଙ୍କର ମୁଜରାରେ ସୌକ ଥିଲା


ଅନ୍ୟ ଭାଷାରେ ଅନୁବାଦ :

वेश्या आदि का बैठकर गाना गाने की क्रिया।

पहले ज़माने में अधिकतर राजा-महाराजा मुजरे के शौकीन होते थे।
मुजरा, मोजरा