ଅର୍ଥ : ଉଚ୍ଚ ତଥା ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ନିର୍ଣ୍ଣାୟକ ବା ନ୍ୟାୟାଧୀଶ
ଉଦାହରଣ :
ଉଚ୍ଚତମ ନ୍ୟାୟାଳୟର ପଇଁତିରିଶତମ ମୁଖ୍ୟବିଚାରପତି ରମେଶଚନ୍ଦ୍ର ଲାହୋତି ସରଳତାର ପ୍ରତୀକ
ସମକକ୍ଷ : ମୁଖ୍ୟ ନ୍ୟାୟାଧୀଶ
ଅନ୍ୟ ଭାଷାରେ ଅନୁବାଦ :
उच्च तथा उच्चतम न्यायालय का प्रधान निर्णायक या न्यायाधीश।
उच्चतम न्यायालय के पैंतीसवे मुख्यन्यायाधीश रमेशचंद्र लाहोती सादगी की मूर्ति हैं।The judge who presides over a supreme court.
chief justice