ଅର୍ଥ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
ଉଦାହରଣ :
ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବନ୍ଧା ହୋଇନାହିଁ
ଉଦାହରଣ :
ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
ସମକକ୍ଷ : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
ଅନ୍ୟ ଭାଷାରେ ଅନୁବାଦ :
Not restrained or tied down by bonds.
unboundଅର୍ଥ : ଯେ ବଶକୁ ଆସେନାହିଁ
ଉଦାହରଣ :
ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
ଅନ୍ୟ ଭାଷାରେ ଅନୁବାଦ :
Impossible to repress or control.
An irrepressible chatterbox.ଅର୍ଥ : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
ଉଦାହରଣ :
ଏହା ମୁକ୍ତ ପଦାବଳୀର ପୁସ୍ତକ
ସମକକ୍ଷ : ଅନ୍ତାକ୍ଷରହୀନ, ମେଳହୀନ
ଅନ୍ୟ ଭାଷାରେ ଅନୁବାଦ :