ଅର୍ଥ : ମିଛ ସାକ୍ଷୀ ଦେବାର ଅପରାଧ
ଉଦାହରଣ :
ମିଥ୍ୟାସାକ୍ଷ୍ୟ ଅପରାଧପାଇଁ ମନୋହରକୁ କଠୋର ଦଣ୍ଡ ମିଳିଲା
ସମକକ୍ଷ : ମିଥ୍ୟାଶପଥ ଅପରାଧ
ଅନ୍ୟ ଭାଷାରେ ଅନୁବାଦ :
झूठी गवाही देने का अपराध।
दरोगहलफी के लिए मनोहर को कड़ी सजा मिली।Criminal offense of making false statements under oath.
bearing false witness, lying under oath, perjury